ଜିତେନ୍ଦ୍ର କୁମାର ମହାନ୍ତି, ଏମିତି ବି ପୁରା ହୁଏ ସ୍ୱପ୍ନ…

ଚିଲିକା ତଟ, ସମୁଦ୍ର କୂଳ, ରାଜଧାନୀର ବ୍ୟସ୍ତ ବହୁଳ ସହର । ସବୁଠି ରହିଛି ତାଙ୍କ ଉପସ୍ଥିତି ଓ ପରିଚୟ । ଆମେ କହୁଛୁ ହୋଟେଲ ସ୍ୱସ୍ତି ଗ୍ରୁପର ସଫଳତାର କାହାଣୀ । ଜିତେନ୍ଦ୍ର କୁମାର ମହାନ୍ତି । ଶିଳ୍ପ ଜଗତରେ ଜେ କେ ମହାନ୍ତି ଭାବେ ବେଶ ଜଣାଶୁଣା । ସ୍ୱସ୍ତି ଗ୍ରୁପର ସିଏମଡି । ପୁରୀ ସମୁଦ୍ର କୂଳରେ ଗ୍ରାହକଙ୍କୁ ମନୋରଞ୍ଜନ ଓ ପର୍ଯ୍ୟଟନର ନୂଆ ଉପହାର ଦେବାକୁ ଯାଉଛି ସ୍ୱସ୍ତି ହୋଟେଲ । […]

Gallery

© 2022 All rights reserved. Digital Design & Marketing Partner: The-Unique-Culture