ବିଦେଶୀ, ଅଣହିନ୍ଦୁ ଜାଣିପାରିବେ ଶ୍ରୀମନ୍ଦିର ଇତିହାସ, ଜଗନ୍ନାଥ ସଂସ୍କୃତି

ବିଦେଶୀ, ଅଣହିନ୍ଦୁ ଜାଣିପାରିବେ ଶ୍ରୀମନ୍ଦିର ଇତିହାସ, ଜଗନ୍ନାଥ ସଂସ୍କୃତି ସରକାରଙ୍କୁ ପ୍ରସ୍ତାବ ଦେଲେ ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି  ଭୁବନେଶ୍ବର,୨୯/୧୦: ପୁରୀରେ ଏବେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋର୍‌ଦାର୍‌ ଚାଲିଛି। ଏହି ସହରକୁ ବିଶ୍ବସ୍ତରୀୟ କରିବା ପାଇଁ କୌଣସି ସୁଯୋଗକୁ ସରକାର ହାତ ଛଡ଼ା କରୁ ନାହାନ୍ତି। ପୁରୀ ପାଇଁ ପରିକଳ୍ପନା କରାଯାଇଥିବା ବହୁ ପ୍ରକଳ୍ପ ମଧ୍ୟରେ ଆଉ ଏକ ପ୍ରକଳ୍ପ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ ଅଫ୍‌ ଓଡ଼ିଶା(ହାରୋ)। […]

Gallery

© 2024 All rights reserved. Digital Design & Marketing Partner: The-Unique-Culture